ଦୀପାବଳିର ସତର୍କତାକୁ ଆଖି ଆଗରେ ରଖି ଆଜି ୩ଟାରୁ ଚାଲିବନି ଆମ ବସ୍। ଏନେଇ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅପରାହ୍ନ ୩ଟାରୁ ରାଜଧାନୀ ଓ କଟକରେ ‘ଆମ ବସ୍’ ସେବା ବନ୍ଦ ରହିବ।ଦୀପାବଳିକୁ ଦୃଷ୍ଟିରେ ରଖି ‘ଆମ ବସ୍’ ୩ଟା ଯାଏଁ ଗଡ଼ିବାକୁ ନିଷ୍ପତ୍ତି ହୋଇଛି।