ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ଆସନ୍ତା ୨୧ ରେ ବିଜେପି ପକ୍ଷରୁ ଅନୁଷ୍ଠିତ ହେବ “ମୋଦୀ ଯୁବା ମାରାଥନ୍”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ଆସନ୍ତା ୨୧ ରେ ବିଜେପି ପକ୍ଷରୁ ଅନୁଷ୍ଠିତ ହେବ “ମୋଦୀ ଯୁବା ମାରାଥନ୍”। ଦେଶର ୭୫ଟି ସ୍ଥାନରେ ଏହି ମାରାଥନ ଆୟୋଜନ କରାଯିବ। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମାରାଥନର ଆୟୋଜନ କରାଯିବ।