ଚନ୍ଦ୍ରରେ ଦାଗ ଅଛି। କିନ୍ତୁ ଆମ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଗୋଟିଏ ବି ଦାଗ ନାହିଁ – କଙ୍ଗନା ରାଣାୱତ

ବଲିଉଡ୍ ଅଭିନେତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ କଙ୍ଗନା ରାଣାୱତ ସବୁବେଳେ ଖବରର ଶିରୋନାମାରେ ଥାଆନ୍ତି। ସେ ତାଙ୍କର ରୋକ୍‌ଠୋକ କଥା ପାଇଁ ଜଣାଶୁଣା। କାହାକୁ ଭୟ ନକରି ନିଜ ନିଜର ମତ ସମସ୍ତଙ୍କ ଆଗରେ ରଖନ୍ତି। ଏବେ କଙ୍ଗନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ଚର୍ଚ୍ଚାକୁ ଆସିଛନ୍ତି।