ଏସିଆ କପ ସୁପର-୪ର ଏକ ମ୍ୟାଚରେ ଶ୍ରୀଲଙ୍କା ଆଗରେ ୨୦୩ ରନର ଲକ୍ଷ୍ୟ ରଖିଛି ଭାରତ

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପ ସୁପର-୪ର ଏକ ମ୍ୟାଚରେ ଶ୍ରୀଲଙ୍କା ଆଗରେ ୨୦୩ ରନର ଲକ୍ଷ୍ୟ ରଖିଛି ଭାରତ । ଏହି ମ୍ୟାଚରେ ପୁଣି ଥରେ ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା ।

ଶ୍ରୀଲଙ୍କା ପକ୍ଷରୁ ମହିଷ ତିକସନା, ଦୁଷ୍ମନ୍ତ ଚାମିରା, ଓ୍ବାନିଣ୍ଡୁ ହସରଙ୍ଗା, ଦାସୁନ ସନକା ଓ ଚରିଥ ଅସଲଙ୍କା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave a Reply

Your email address will not be published. Required fields are marked *