ଓମେନ୍ସ ପ୍ରିମିୟର ଲିଗ୍ : ଜାନୁଆରୀ ୭ ତାରିଖରେ ଆରମ୍ଭ ହୋଇ ଫେବ୍ରୁଆରି ୩ ପର୍ଯ୍ୟନ୍ତ ଚାଲିବ  

ଓମେନ୍ସ ପ୍ରିମିୟର ଲିଗ୍ (WPL)  ୨୦୨୬ ସିଜିନ୍ ଜାନୁଆରୀ ୭ ତାରିଖରେ ଆରମ୍ଭ ହୋଇ ଫେବ୍ରୁଆରି ୩ ପର୍ଯ୍ୟନ୍ତ ଚାଲିବାର ସମ୍ଭବନା ରହିଛି। ସମସ୍ତ ମ୍ୟାଚ ମୁମ୍ବାଇ ଓ ବରୋଦାରେ ହେବାର ସମ୍ଭାବନା ରହିଛି ବୋଲି କ୍ରିକବଜ୍ ଏକ ରିପୋର୍ଟ ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *