ମିଆଁମାରରେ ଭୂକମ୍ପର ଝଟକା । ଭୋରୁ ଭୋରୁ ଭୂମିକମ୍ପରେ ଥରିଲା ମିଆଁମାର । ଭୋର ୩ଟା ୨୬ରେ ଲାଗିଛି ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୭ ବୋଲି ଜଣାପଡିଛି । ଶୁକ୍ରବାର ମଧ୍ୟ ଅପରାହ୍ନ ୩ଟାରେ ମିଆଁମାରକୁ ଲାଗିଥିଲା ଭୂମିକମ୍ପର ଝଟକା । ୪.୮ ତୀବ୍ରତାର ଭୂକମ୍ପରେ ଥରିଥିଲା ମିଆଁମାର ।