ଭୁବନେଶ୍ୱରର ତିନି ଦିନିଆ ମେଗା ଶିଳ୍ପ ପ୍ରଦର୍ଶନୀ ଆୟୋଜିତ

ଭୁବନେଶ୍ୱରର ବରମୁଣ୍ଡା ପଡିଆଠାରେ ନଭେମ୍ବର ୭ରୁ ୯ ତାରିଖ, ୨୦୨୫ ପର୍ଯ୍ୟନ୍ତ ଏକ ତିନି ଦିନିଆ ମେଗା ଶିଳ୍ପ ପ୍ରଦର୍ଶନୀ ଇଣ୍ଡୋମାକ୍ ୨୦୨୫ ଆୟୋଜିତ ହୋଇଛି । ଏହି ପ୍ରଦର୍ଶନୀକୁ ଓଡିଶା ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିଜ ଆସୋସିଏଶନ (ଓଏସଏସଆଇଏ) ସହ ସହଭାଗିତାରେ ଇଣ୍ଡୋମାକ୍ ବିଜନେସ ସଲ୍ୟୁସନ୍ସ ଦ୍ୱାରା ଆୟୋଜନ କରାଯାଇଛି ।

Leave a Reply

Your email address will not be published. Required fields are marked *