ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ହରିପୁର ମାଝୀ ସାହି ରେ ବିଳମ୍ବିତ ରାତିରେ ଅଘଟଣ। ବୋମା ଭିଡୁଥିବା ବେଳେ ବୋମା ଫୁଟି ଜଣେ ଯୁବକର ମୃତ। ମୃତକ ଜଣଙ୍କ ରମେଶ ମହାପାତ୍ର ୩୭ ବର୍ଷ। ବାରହା ଶିକାର ପାଇଁ ବୋମା ଭିଡୁଥିବା ବେଳେ ହୋଇଛି ବିଷ୍ପୋରଣ। ବିଷ୍ପୋରଣରେ ତିନି ବଖରା ଘର ଉଡିଯାଇଛି।ଗୁରୁତର ଯୁବକ ଅବସ୍ଥାରେ ଭୂବନେଶ୍ୱର ଏମ୍ସ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ହୋଇଛି ମୃତ୍ୟୁ। ଘଟଣା ସ୍ଥଳରେ ନିରାକାରପୁର ପୋଲିସ ପହଞ୍ଚି କରୁଛି ଛାନଭିନ।









