ରୁଷ ଆଣବିକ ହମଲା କରିବାକୁ ପଛାଇବ ନାହିଁ

ରୁଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେବଙ୍କ ଧମକ ପରେ ଏହି ପଦକ୍ଷେପ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଯଦି ଆକ୍ରମଣ କରାଯାଏ ତେବେ ଜବାବରେର ରୁଷ ଆଣବିକ ହମଲା କରିବାକୁ ପଛାଇବ ନାହିଁ ବୋଲି ରୁଷର ନିରାପତ୍ତା ପରିଷଦ ଉପାଧ୍ୟକ୍ଷ ମେଦଭେଦେବ କହିବା ପରେ ଟ୍ରମ୍ପ ନେଇଛନ୍ତି ପଦକ୍ଷେପ। ଶୀତଳ ଯୁଦ୍ଧ ସମୟରେ ରୁଷ ଯେଉଁ ଭୂମିକା ନିର୍ବାହ କରୁଥିଲା ଠିକ୍ ସେହି ନୀତି ଆପଣାଇବ ବୋଲି ସେ କହିବା ପରେ ଟ୍ରମ୍ପ ହୋଇଛନ୍ତି। ରୁଷଠାରୁ ଭାରତ ତୈଳ ଓ ଶକ୍ତି କ୍ରୟ କରୁଥିବାରୁ ଭାରତ ବିରୋଧରେ ଆମେରିକା ୨୫ ପ୍ରତିଶତ ଟାରିଫ ଲାଗୁ କରିବା ପରଠାରୁ କ୍ଷୁବ୍ଧ ହୋଇଛି ରୁଷ।

Leave a Reply

Your email address will not be published. Required fields are marked *