ମାଟ୍ରିକ ପରୀକ୍ଷାର୍ଥୀଙ୍କ ମକର ଛୁଟି ବାତିଲ ପାଇଁ ନିର୍ଦ୍ଦେଶ

ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ସମନ୍ୱିତ ଆଦିବାସୀ ବିକାଶ ଏଜେନ୍ସି । ବାରିପଦା ଉପଖଣ୍ଡର ମାଟ୍ରିକ ପରୀକ୍ଷାର୍ଥୀଙ୍କ ମକର ଛୁଟି ବାତିଲ ପାଇଁ ନିର୍ଦ୍ଦେଶ ।
ଆଗକୁ ମାଟ୍ରିକ ପରୀକ୍ଷା ରହିଛି । ଏହାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ସମନ୍ୱିତ ଆଦିବାସୀ ବିକାଶ ଏଜେନ୍ସି । ବାରିପଦା ଉପଖଣ୍ଡର ମାଟ୍ରିକ ପରୀକ୍ଷାର୍ଥୀଙ୍କ ମକର ଛୁଟି ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଛୁଟି ମଧ୍ୟ ବାତିଲ କରିଛନ୍ତି ।

Leave a Reply

Your email address will not be published. Required fields are marked *