ହୀରାକୁଦ ଜଳଭଣ୍ଡାରରେ ଆଜି ସକାଳେ ୪ଟି ଗେଟ୍ ଖୋଲା କରାଯାଇଛି। ଉପରମୁଣ୍ଡରେ ଜଳପ୍ରବାହ ବଢ଼ିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଫଳରେ ଏବେ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଏଥିଭିତରୁ ବାମ ପଟେ ୮ଟି ଓ ଡାହାଣ ପଟେ ୪ଟି ଗେଟ୍ ଖୋଲାଯାଇଛି।ହୀରାକୁଦ ଜଳଭଣ୍ଡାରରେ ଆଜି ସକାଳେ ୪ଟି ଗେଟ୍ ଖୋଲା କରାଯାଇଛି। ଉପରମୁଣ୍ଡରେ ଜଳପ୍ରବାହ ବଢ଼ିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଫଳରେ ଏବେ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଏଥିଭିତରୁ ବାମ ପଟେ ୮ଟି ଓ ଡାହାଣ ପଟେ ୪ଟି ଗେଟ୍ ଖୋଲାଯାଇଛି। ଏଣେ ଆଜି ସମ୍ବଲପୁରରେ ପ୍ରବଳ ବର୍ଷା ହେଉଛି। ଏହାଫଳରେ ଧନୁପାଲି ଓ ପ୍ରଧାନପଡ଼ା ସମେତ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବ ପରିଲକ୍ଷିତ ହେଉଛି।ଏଣେ ଆଜି ସମ୍ବଲପୁରରେ ପ୍ରବଳ ବର୍ଷା ହେଉଛି। ଏହାଫଳରେ ଧନୁପାଲି ଓ ପ୍ରଧାନପଡ଼ା ସମେତ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବ ପରିଲକ୍ଷିତ ହେଉଛି।









